ଡିପିଆଇଆଇଟିର ନିର୍ଦ୍ଦେଶକ ହେଲେ ଓଡିଶା କ୍ୟାଡର ଆଇପିଏସ ନିଖିଲ କୋନୋଡିଆ 

Advertisment
୧୨ଶହ ଆଇପିଏସ ଅଧିକାରୀଙ୍କ ଚାକିରି ଖଣ୍ଡାଧାରରେ, ପ୍ରଦର୍ଶନକୁ ନେଇ ସରକାର ଅସନ୍ତୁଷ୍ଟ

Indian Express

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା କେନ୍ଦ୍ରୀୟ ଡେପୁଟେସନ ପାଇଁ ସୁପାରିଶ କରାଯାଇଥିବା ୨୦୦୩ ବ୍ୟାଚ ଆଇପିଏସ ଅଫିସର ନିଖିଲ କୁମାର କାନୋଡିଆଙ୍କୁ କେନ୍ଦ୍ର ଶିଳ୍ପ ପ୍ରେତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି)ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦ୍ରୀୟ ଷ୍ଟାଫିଙ୍ଗ ସ୍କିମରେ ତାଙ୍କୁ ୫ ବର୍ଷ ପାଇଁ ଅବସ୍ଥାପିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe