ବରିଷ୍ଠ ଆଇପିଏସ୍‌ ଅଫିସର୍‌ଙ୍କ ରୋଷେୟାଙ୍କୁ କରୋନା!

Advertisment
ମୟୂରଭଞ୍ଜ ଜିଲ୍ଲାରେ ହଜାରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟାଏ ଦିନରେ ରେକର୍ଡ ସଂଖ୍ୟକ ୭୦ ନୂଆ ପଜିଟିଭ ଚିହ୍ନଟ

Daily Express

ଭୁବନେଶ୍ବର : ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଫିସର୍‌ଙ୍କ ରୋଷେୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ରୋଷେୟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସମ୍ପୃକ୍ତ ଆଇପିଏସ୍ ଅଫିସର୍‌ ଓ ତାଙ୍କ ପରିବାର ଲୋକଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଆଇପିଏସ୍ ଅଫିସର୍‌ଙ୍କ ରୋଷେୟାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ। କିଛି ଦିନ ତଳେ ରୋଷେୟା ଜଣକ ନିଜ ଗାଁକୁ ଯାଇ ଫେରିଥିଲେ। ଦୁଇ ଦିନ କାମ କରିବା ପରେ ତାଙ୍କୁ ଜ୍ବର ହୋଇଥିଲା। ତାଙ୍କର ସ୍ବାବ୍ ପରୀକ୍ଷା କରାଯିବାରୁ କରୋନା ପଜିଟିଭ୍‌ ବାହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe