ରାଷ୍ଟ୍ରୀୟ ଏକତା ଦିବସରେ ଲୌହମାନବଙ୍କ ବାଲୁକାକଳା

Advertisment
ରାଷ୍ଟ୍ରୀୟ ଏକତା ଦିବସରେ ଲୌହମାନବଙ୍କ ବାଲୁକାକଳା

ପୁରୀ: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ପୁରୀ ବେଳାଭୂମିରେ ବିରାଟ ବାଲୁକା କଳା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପ ପାଳନ କରାଯାଉଥିବାରୁ ଏହି ବାଲୁକା କଳା ଜରିଆରେ ସେ ଏହି ଦିବସର ଶୁଭେଚ୍ଛା ବି ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ଯାଇ ଏହି ବାଲୁକା କଳାରେ ବାଲି ସହ ପ୍ରାୟ ୨୦ କେଜି ଲୁହା ବ୍ୟବହାର କରିଛନ୍ତି। ଯାହା ପ୍ରଶଂସାର ପାତ୍ର ହୋଇଛି। ବାଲୁକାକଳା ବେଶ ଆକର୍ଷଣୀୟ ହୋଇଥିବାବେଳେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଏହି ବାଲୁକା କଳାକୁ ପ୍ରଂଶସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe