ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଆରମ୍ଭ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ। ଇତିମଧ୍ୟରେ ମନ୍ଦିର ମୂଳଦୁଆ ନିର୍ମାଣ କାର୍ଯ୍ୟ ସରିଛି। ସାମଗ୍ରିକ ଭାବେ ମନ୍ଦିର ପରିଚାଳନା କାର୍ଯ୍ୟ ତଦାରଖ ପାଇଁ ଅଞ୍ଚଳବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠନ ହୋଇଛି ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ। ମନ୍ଦିର ଉଚ୍ଚତା ୭୧ ଫୁଟ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମନ୍ଦିର ଗର୍ଭଗୃହ ସହିତ ପରିସରରେ ନିର୍ମାଣ ହେବ ସୁନ୍ଦର କାରୁକାର୍ଯ୍ୟ ନାଟ୍ୟମଣ୍ଡପ। ଏଥିସହିତ ପାଠାଗାର, ଯୋଗଗୃହ ଓ ପୁରାଣ ପାରାୟଣ ମଣ୍ଡପ ମଧ୍ୟ ନିର୍ମାଣ ହେବାକୁ ଯୋଜନା ରହିଛି । ପାଖାପାଖି କୋଟିଏରୁ ଅଧିକ ଟଙ୍କାର ବ୍ୟୟ ଅଟକଳ ହୋଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/02/Sudarshan-Daru-for-Nabakalebara-2015.jpg-f.jpg)