ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର, ମଥାନିଠାରେ ନଦୀର ଜଳସ୍ତର ରହିଛି ୫.୬ମିଟର

Advertisment
ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର, ମଥାନିଠାରେ ନଦୀର ଜଳସ୍ତର ରହିଛି ୫.୬ମିଟର

Twitter

ବାଲେଶ୍ୱର: ବଢୁଛି ଜଳକା ନଦୀର ଜଳସ୍ତର | ଗତ କିଛି ଦିନ ହେଲାଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀରେ ଜଳସ୍ତର ବଢୁଥିବା ଜଣାପଡିଛି | ବର୍ଷା ପାଣି ପାଇଁ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ରହିଛି |

ମିଳିଥିବା ସୂଚନା ମୁତାବକ, ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ମଥାନିଠାରେ ନଦୀର ଜଳସ୍ତର ୫.୬ ମିଟର ରହିଛି | ଲଘୁଚାପ ହେତୁ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀରେ ଜଳସ୍ତର ଆହୁରି ବଢିବାର ଆଶଙ୍କା ରହିଛି | ନଦୀ ବନ୍ଧ ଦୁର୍ବଳ ଥିବାରୁ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe