ସମ୍ବଲପୁର ଷ୍ଟେସନ୍ ନିକଟରେ ଜମ୍ମୁତୱି ଏକ୍ସ‌ପ୍ରେସ୍‌ ଲାଇନ୍‌ଚ୍ୟୁତ

Advertisment
ସମ୍ବଲପୁର ଷ୍ଟେସନ୍ ନିକଟରେ ଜମ୍ମୁତୱି ଏକ୍ସ‌ପ୍ରେସ୍‌ ଲାଇନ୍‌ଚ୍ୟୁତ

ସମ୍ବଲପୁର : ଶୁକ୍ରବାର ରାତିରେ ସମ୍ବଲପୁର ଷ୍ଟେସନ୍ ନିକଟରେ ଜମ୍ମୁତୱି ଏକ୍ସ‌େପ୍ରସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଅବଶ୍ୟ ଟ୍ରେନ୍ ଖାଲି ଥିବାରୁ ଓ ‌ମାତ୍ର କେତୋଟି ଚକ ଲାଇନ୍ ବାହାରକୁ ଆସି ଯାଇଥିବାରୁ କୌଣସି କ୍ଷତି ହୋଇ ନାହିଁ। ଜମ୍ମୁରୁ ଫେରି ଏହି ଟ୍ରେନ୍ ସମ୍ବଲପୁର ଷ୍ଟେସନ୍‌ରେ ପହଞ୍ଚିଥିଲା। ଯାତ୍ରୀ ମାନେ ଓହ୍ଲାଇ ସାରିଥିଲେ। ରାତି ପ୍ରାୟ ୧୧ଟା ବେଳେ ଟ୍ରେନ୍‌କୁ ପ୍ଲାଟ୍‌ଫର୍ମରୁ ପଛୁଆ କରି ୱାସିଂ ଲାଇନ୍ ପଟେ ନିଆ ଯାଉଥିଲା। ସେହି ସମୟରେ ଚେରୁଆପଡ଼ା ରେଳ ପୋଲଠାରେ ଏସି ବଗିର କିଛି ଚକ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe