ଅରୂପଙ୍କ ଚ୍ୟାଲେଞ୍ଜ୍‌ ଦେଲେ ଜୟନାରାୟଣ

Advertisment
୫-ଟି କେମିତି ସିଏମ୍‌ଓ: ଜୟନାରାୟଣ

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଗତକାଲି ଧମକ ଦେଇଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ। ଆଜି ଅରୂପଙ୍କୁ ପାଲ୍‌ଟା ଚ୍ୟାଲେଞ୍ଜ୍‌ କରିଛନ୍ତି ଜୟନାରାୟଣ। ଗଣମାଧ୍ୟମକୁ ସେ କହିଛନ୍ତି ଯେ ତାଙ୍କୁ ମାରିବାକୁ ଯେଉଁ ଜାଗାକୁ ଡାକିବେ ସେ ଯିବାକୁ ପ୍ରସ୍ତୁତ। ଯେଉଁ ଜାଗାରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମାରି ଦେଉଛନ୍ତି, ହତ୍ୟାକାରୀର କିଛି ହୋଇପାରୁନି। ମୁଁ ଜଣେ ନିରୀହ ଲୋକ। ମୋତେ ସେ ଯଦି ମାରିବା ପାଇଁ ଚାହାନ୍ତି ମାରିପାରନ୍ତି। ସ୍ଥାନ ଓ ସମୟ ସେ ସ୍ଥିର କରନ୍ତୁ। ମୁଁ ଯିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe