ଜେଲ୍‌ରୁ ବାହାରିଲେ ଜୟନାରାୟଣ

Advertisment
ଜେଲ୍‌ରୁ ବାହାରିଲେ ଜୟନାରାୟଣ

ସୋହେଲା : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଆଜି ସୋହେଲା ଜେଲ୍‌ରୁ ବାହାରିଛନ୍ତି। ବିଜେପୁର ଉପନିର୍ବାଚନ ଠିକ୍‌ ପୂର୍ବରୁ ସୋହେଲା ଥାନା ବନାବିରା ଗ୍ରାମ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ସେ ଜେଲ୍‌ରେ ଥିଲେ। ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଥିବାବେଳେ ଆଜି ସେ ଜେଲ୍‌ରୁ ମୁକୁଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe