ସେପ୍ଟେମ୍ବର ୧ରୁ ୬ ଜେଇଇ, ସେପ୍ଟେମ୍ବର୧୩ରେ ଏନ୍‌ଇଇଟି ପରୀକ୍ଷା

Advertisment
ଉଚ୍ଚଶିକ୍ଷା ବିଭାଗର ନାହିଁ ଶିକ୍ଷା କ୍ୟାଲେଣ୍ଡର୍‌: ପାଠପଢ଼ା ଓ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

Mysuru Today

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍‌) ଓ ଏନ୍‌ଇଇଟି (ୟୁଜି) ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ଯାଏ ଜେଇଇ ପରୀକ୍ଷା ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୩ରେ ଏନ୍‌ଇଇଟି ପରୀକ୍ଷା ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ଏହି ତାରିଖ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe