ଜାନୁଆରି ୬ରୁ ଜେଇଇ ମେନ୍‌ ପ୍ରଥମ ପର୍ଯ୍ୟାୟ ପରୀକ୍ଷା

ଜେଇଇ-ମେନ୍‌ ଶ୍ରେଷ୍ଠ ୧୦୦ରେ ଆଲେନ୍‌ର ୫ ବିଦ୍ୟାର୍ଥୀ

ଭୁବନେଶ୍ୱର: ଆଗାମୀ ଜାନୁଆରି ୬ରୁ ଜେଇଇ ମେନ୍‌ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ। ଏହି ପରୀକ୍ଷା ଜାନୁଆରି ୨୦ ପର୍ଯ୍ୟନ୍ତ ଜାରି ରହିବ। ଏଥର ସର୍ବ ଭାରତୀୟ ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ଜେଇଇ ଅଂଶ ଗ୍ରହଣ କରୁଛି ବୋଲି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷା ନେଇ ଓଜେଇଇ ସେଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୬ରୁ ୨୦ ଯାଏଁ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟରେ ଅସଫଳ ପିଲା ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷାରେ ସାମିଲ ହୋଇ ପାରିବ। ସେହିପରି ଇଣ୍ଟିଗ୍ରେଟେଡ ଏମ୍‌.ଏସ୍‌ସି ପାଇଁ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe