ଆଜି ଜେଇଇ ମେନ୍‌ ଅନଲାଇନ୍‌ ପରୀକ୍ଷା

ଆଜି ଜେଇଇ ମେନ୍‌ ଅନଲାଇନ୍‌ ପରୀକ୍ଷା

photo by : khabarindiaki.com

ଭୁବନେଶ୍ୱର : ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ସିବିଏସ୍‌ଇ ପକ୍ଷରୁ ଆସନ୍ତାକାଲି ଜେଇଇ ମେନ୍‌ ଅନଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ପ୍ରାୟ ୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୮ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଛାତ୍ରଛାତ୍ରୀ ଘଣ୍ଟା, ମୁଦି, କାନଫୁଲ କିମ୍ବା କୌଣସି ଗହଣା ଆଦି ପିନ୍ଧି ପରୀକ୍ଷା ହଲକୁ ଯିବାକୁ ବାରଣ କରାଯାଇଛି। ଏହାସହିତ ମୋବାଇଲ ଫୋନ, କାଲ୍‌କୁଲେଟର, ଇଲେକ୍ଟେନିକ୍ସ ସାମଗ୍ରୀ ନେବା ଉପରେ ନିଷେଧାଦେଶ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe