ବଢ଼ୁଛି ତାତି: ସାଢ଼େ ୧୧ଟା ବେଳକୁ ୪୧ ଡିଗ୍ରି ଟପିଲା ରାଜଧାନୀ

Advertisment
ବଢ଼ୁଛି ତାତି: ସାଢ଼େ ୧୧ଟା ବେଳକୁ ୪୧ ଡିଗ୍ରି ଟପିଲା ରାଜଧାନୀ

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରହିଛି। ଏଣେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।

ଏହାଛଡ଼ା କେନ୍ଦୁଝରରେ ତାପମାତ୍ରା ୪୦.୬, ବାଲେଶ୍ବରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯ ଏବଂ ରାଉରକେଲାରେ ୩୮.୬ , ଗୋପାଳପୁର ଓ ପୁରୀରେ ୩୩.୪, ପାରାଦୀପରେ ତାପମାତ୍ରା ୩୩.୫ ଡିଗ୍ରି  ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe