ଝାରସୁଗୁଡ଼ା: ସବୁ ଜିଲ୍ଲା ପରିଷଦ ଆସନରୁ ବିଜେଡି ବିଜୟୀ

ଝାରସୁଗୁଡ଼ା: ସବୁ ଜିଲ୍ଲା ପରିଷଦ ଆସନରୁ ବିଜେଡି ବିଜୟୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ୩ଟି ଜିଲ୍ଲା ପରିଷଦ ଆସନ ଲାଗି ଭୋଟ୍ ଗଣତି ହୋଇଛି। ସବୁ ଆସନରୁ ବିଜେଡି ବିଜୟୀ ହୋଇଛି। ଦ୍ବିତୀୟ ଦିନର ଗଣତିର ଚୂଡ଼ାନ୍ତ ଫଳାଫଳ ଜାଣନ୍ତୁ:

ଜିଲ୍ଲା-ଝାରସୁଗୁଡ଼ା
ବ୍ଲକ୍‌: ଲଇକେରା-ଜୋନ୍‌-୨
ନିର୍ବାଚନ ମଣ୍ଡଳୀ: ଝାରସୁଗୁଡ଼ା
ରାଉଣ୍ଡ-ଫାଇନାଲ୍‌
ଦଳ
ବିଜେଡି- ଅଞ୍ଜୁକ୍ତା ବେହେରା ୮୪୯୨
ବିଜେପି- ସଂଯୁକ୍ତା ଓରାମ ୬୩୦୨
କଂଗ୍ରେସ- ସ‌ନ୍ତୋଷିନୀ କିଷାନ ୭୬୩

ବିଜୟୀ-ବିଜେଡି (୨୧୦୩)

ଜିଲ୍ଲା-ଝାରସୁଗୁଡ଼ା
ବ୍ଲକ୍‌: ଲଖନପୁର-ଜୋନ୍‌-୨
ନିର୍ବାଚନ ମଣ୍ଡଳୀ: ବ୍ରଜରାଜନଗର
ରାଉଣ୍ଡ-ଫାଇନାଲ୍‌
ଦଳ
ବିଜେଡି- ଅକ୍ଷୟ ସାହୁ ୧୭୭୩୩
ବିଜେପି- ଉତ୍ତମ ନେଗୀ ୬୯୬୨
କଂଗ୍ରେସ- ବେଣୁଧର ଭୋଇ ୮୭୬
ସିପିଆଇ-ଯୋଗୀନ୍ଦ୍ର ମାଝି ୧୨୨୯

ବିଜୟୀ- ବିଜେଡି

ଜିଲ୍ଲା-ଝାରସୁଗୁଡ଼ା
ବ୍ଲକ୍‌: ଝାରସୁଗୁଡ଼ା-ଜୋନ୍‌-୨
ନିର୍ବାଚନ ମଣ୍ଡଳୀ: ଝାରସୁଗୁଡ଼ା
ରାଉଣ୍ଡ-ଫାଇନାଲ୍‌
ଦଳ
ବିଜେଡି- ଦିଗାମ୍ବର ଭୋଇ ୧୫୯୦୨
ବିଜେପି- ହେମରଂଜନ ସିଂହ ୬୮୧୭
କଂଗ୍ରେସ- ଜଗଦୀଶ ପାତ୍ର ୬୬୯
ବିଜେଡି-ବିଜୟୀ
ସୋର୍‌ସ-କମିସନ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe