ବରଗଡ଼ର ନୂଆ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ

Advertisment
ବରଗଡ଼ର ନୂଆ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ

ବରଗଡ଼: ରାଜ୍ୟରେ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି। ବରଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି ହୋଇଛି। ବିଜ୍ଞପ୍ତି ଅନୁସାରେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ବରଗଡ଼ରେ ନୂଆ ଏସ୍‌ପି ଭାବେ ଯୋଗଦାନ କରିବେ। ଶ୍ରୀ ଦାଶ ଏବେ ନବରଂଗପୁର ଏସ୍‌ପି ଦାୟିତ୍ବରେ ଅଛନ୍ତି।

୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ଶ୍ରୀ ଦାଶଙ୍କ ଉପରେ ଜିଲ୍ଲାର ଆଇନ୍‌ଶୃଙ୍ଖଳା ସଜାଡ଼ିବା ଏକ ବିରାଟ ଚାଲେଞ୍ଜ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe