ଭୁବନେଶ୍ବର : ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଯୁଗ୍ମ ସଚିବ ରାଜଶ୍ରୀ ସିଂହଙ୍କୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ପଦବି ନିମନ୍ତେ ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ବିଶ୍ବବିଦ୍ୟାଳୟର ଆଇନ ମୁତାବକ ଶ୍ରୀମତୀ ସିଂହଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ରାଜ୍ୟପାଳଙ୍କ ସଚିବାଳୟ ତରଫରୁ ପ୍ରକାଶ ପାଇବ।
ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ପଦ ପାଇଁ ଯୁଗ୍ମ ସଚିବଙ୍କୁ ବଦଳି
Advertisment
Follow Us