କରୋନାରେ ପ୍ରାଣ ହରାଇଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ କୁମାର ବେହେରା

Advertisment
କରୋନାରେ ପ୍ରାଣ ହରାଇଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି  ଅସିତ କୁମାର ବେହେରା

ବାରିପଦା: ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା। କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ରାକୁମାର ବେହେରା ଆଉ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇ ବାରିପଦା ସହରର ଏକ ଘରୋଇ ହସ୍ପିଟାଲରେ ଆଜକୁ ୧୦ ଦିନ ହେବ ଚିକିତ୍ସିତ ହେଉଥିଲେ, ହେଲେ ଆଜି ସକାଳ ୬.୧୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe