ସୁନ୍ଦରଗଡ: ଗୁରୁବାର ବିଜେପିର ହେବିୱେଟ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିବେ।
ସେ ନିଜ ଗାଁ ବଣାଇରେ ନିଜ ଅଧିଷ୍ଠାତ୍ରୀ ଦେବୀ ଓ ଗାଁ ମନ୍ଦିରରେ ପୁଜାଚ୍ଚର୍ନା କରିବା ପରେ ବିଶାଳ ପଟୁଆରରେ ଆସି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ। ସାଙ୍ଗରେ ତାଙ୍କ ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି।
ନିଜ ଗାଁ କେନ୍ଦୁଡ଼ିହିରୁ ନାମାଙ୍କନ ପାଇଁ ବାହାରିଲେ ଜୁଏଲ ଓରାମ
Advertisment
Follow Us