ବ୍ରହ୍ମଗିରି, : ଶନିବାର ଦିନ ମଧ୍ୟ୍ୟାହ୍ନରେ ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ କ୍ରିଷ୍ଣା ମୁରାରି ସପତ୍ନୀକ ଶ୍ରୀଅଲାରନାଥଙ୍କ ଦର୍ଶନ କରିବା ସହିତ ମନ୍ଦିର ବେଢ଼ା ପରିକ୍ରମା କରିଛନ୍ତି। ମନ୍ଦିର ପରିସରରେ ଥିବା ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରି ଫେରିଯାଇଛନ୍ତି। ଜଷ୍ଟିସ ମୁରାରିଙ୍କ ଶ୍ରୀଅଲାରନାଥ ଦର୍ଶନ ସମୟରେ ବ୍ରହ୍ମଗିରି ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରିଣୀ, ସେବାୟତ ନିଯୋଗ, ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଆଇଆଇସି ଓ ବ୍ରହ୍ମଗିରି ଓକିଲ ସଂଘର କର୍ମକର୍ତ୍ତା ଉପସ୍ଥିତଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us