କଲାମ ଦ୍ୱୀପରୁ କେ-୪ର ପରୀକ୍ଷଣ ଆଜି!

Advertisment
କଲାମ ଦ୍ୱୀପରୁ କେ-୪ର ପରୀକ୍ଷଣ ଆଜି!

jansatta.com

ବାଲେଶ୍ୱର/ଚାନ୍ଦବାଲି : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଧାମରାସ୍ଥିତ କଲାମ ଦ୍ବୀପରେ ଥିବା ୪ନମ୍ବର ଲଞ୍ଚ୍‌ପ୍ୟାଡରୁ ଆସନ୍ତାକାଲି କେ-୪ ଏସ୍‌ଏମ୍‌ବିଏମ୍(ବୁଡ଼ାଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ଉତ୍‌କ୍ଷେପଣ କରାଯିବ। ଏଥିପାଇଁ ଭାରତୀୟ ପ୍ରତିରକ୍ଷା ଉନ୍ନୟନ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପାଗ ଅନୁକୂଳ ରହିଲେ ଧାର୍ଯ୍ୟ ହୋଇଥିବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ପରୀକ୍ଷଣ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe