ନୂଆଖାଇରେ ମିଳିବ କାଳିଆ ଟଙ୍କା

Advertisment
ପୁରୀ ଜିଲ୍ଲା ଚାଷୀଙ୍କ ପାଇଁ କାଳିଆ ସହାୟତା ଘୋଷଣା: ୧,୬୫,୧୩୧ ଚାଷୀ ପାଇବେ ୩୩ କୋଟି ଟଙ୍କା

Ommcom News

ଭୁବନେଶ୍ବର : ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ। ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍‌କୁ ୨ ହଜାର ଟଙ୍କା ଲେଖାଏ ଯିବ। ସୂଚନାଯୋଗ୍ୟ ଯେ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ୍‌ ୧ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe