ଘୁ.ଉଦୟଗିରି: ଗତ ଦୁଇ ଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କାରେ  କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ମୃତ୍ୟୁ ବରଣ କରିଥିଲେ।

ଶନିବାର ତିନି ମୃତକଙ୍କ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା: ମୁଖ୍ୟମନ୍ତ୍ରୀ

ରବିବାର କଳିଙ୍ଗା ଛକରେ କଳିଙ୍ଗାବାସୀ ଏକତ୍ରିତ ହୋଇ ହାତରେ କ୍ୟାଣ୍ଡେଲ ଧରି ସାରା ଅଞ୍ଚଳ ପରିକ୍ରମା କରି ତିନି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକବ୍ୟକ୍ତ କରିଥିଲେ।

ଅଧିକ ପଢ଼ନ୍ତୁ: କର୍ଣ୍ଣାଟକ କାଣ୍ଡର ଛାତିଥରା କାହାଣୀ: ମାତ୍ର ୧୦୦ ଟଙ୍କା ପାଇଁ ଗଣଦୁଷ୍କର୍ମ ସହ ହତ୍ୟା କଲେ ଦୁର୍ବୃତ୍ତ