କିଶୋରନଗର ବିଡ଼ିଓଙ୍କୁ ନିର୍ବାଚନ କାର୍ଯ୍ୟାରୁ ଅବ୍ୟାହତି

ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

NDTV.com

ଭୁବନେଶ୍ବର : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବିଡିଓ ଡ. ସ୍ବରୁପାନନ୍ଦ ସାହୁଙ୍କ ଉପରେ ରାଜ୍ୟ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି। ଶ୍ରୀ ସାହୁଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଏହାକୁ ତର୍ଜମା କରି ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଆର୍‌.ଏନ୍ ସାହୁ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe