କୃପା ସାଏ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ବଲାଙ୍ଗୀର: ବଲାଙ୍ଗୀର କୃପା ସାଏ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଗତ ୨୦୧୩ ମସିହାରେ ପୁଅ ଜିଉଁନ୍ତିଆ ସମୟରେ ପଥରରେ ଛେଚି କୃପା ସାଏଙ୍କୁ ୫ ଜଣ ହତ୍ୟା କରିଥିଲେ। ସେମାନେ ସବୁ ଜାମିନରେ ଥିବା ବେଳେ ସୋମବାର ୪ ଜଣ ଅନନ୍ତ ସାହୁ, ପ୍ରକାଶ ପୋଢ଼, ବ୍ରହ୍ମା ବଗର୍ତ୍ତି, ରାକେଶ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ।

ଅନ୍ୟ ଜଣେ ଅଭିଯୁକ୍ତଙ୍କ ଶୁଣାଣି ଆସନ୍ତାକାଲି କୋର୍ଟରେ ହେବ। ସରକାରୀ ଓକିଲ ସୁବାସ ଚନ୍ଦ୍ର ମହନ୍ତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe