ଆଜି ବିଏସ୍‌ପିରେ ମିଶିବେ ସଗରିଆ

ଆଜି ବିଏସ୍‌ପିରେ ମିଶିବେ ସଗରିଆ

ଭୁବନେଶ୍ବର : କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା‌ କଂଗ୍ରେସ ଦଳରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଯୋଗ ଦେଉଛନ୍ତି। ଆସନ୍ତାକାଲି ଲୋୟର ପିଏମ୍‌ଜି ଛକରେ ଆୟୋଜିତ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ ସଗରିଆ ନିଜ ସମର୍ଥକମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବିଏସ୍‌ପିରେ ଯୋଗଦେବେ। ମିଶ୍ରଣ ପର୍ବରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe