କୁଚିଣ୍ଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଶନିବାର କୁଚିଣ୍ଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଅଇଁଠୁ ଚରଣ ରାଉତ,ଉପସଭାପତି ହୃଦାନନ୍ଦ ଶର୍ମା ନିର୍ବାଚିତ ହୋଇଛନ୍ତି...

Kuchinda Lawyers Association staff elections held

Kuchinda Lawyers Association staff elections held Photograph: (sambad.in)

କୁଚିଣ୍ଡା: ଶନିବାର କୁଚିଣ୍ଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ  ଅଇଁଠୁ ଚରଣ ରାଉତ ,ଉପସଭାପତି  ହୃଦାନନ୍ଦ ଶର୍ମା, ସାଧାରଣ ସଂପାଦକ ଅସିତ ଗଙ୍ଗଦେବ, ଯୁଗ୍ମ  ସମ୍ପାଦକ ସଞ୍ଜୟ କୁମାର ବେହେରା,ଲାଇବ୍ରେରୀଆନ ଜୟନ୍ତ କୁମାର ପ୍ରଧାନ,କୋଷାଧ୍ୟକ୍ଷ ଆଜିତ କୁମାର ପଟେଲ , କାର୍ଯ୍ୟକାରୀ ସଦସ୍ୟ ଭାବରେ  ପ୍ରଶାନ୍ତ କୁମାର କର,ଅଶୋକ କୁମାର୍ ମହାପାତ୍ର  ପ୍ରଦୀପ୍ତ କୁମାର ଶର୍ମା ,ନଳିନ୍ଦ୍ର କୁମାର ପଟେଲ, ସଞ୍ଜୟ କୁମାର ପଟେଲ,  ୨୦୨୫ ପାଇଁ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି।  

ନିର୍ବାଚନକୁ  ପ୍ରଶାନ୍ତ କୁମାର ପଣ୍ଡା, ପ୍ରତାପ କୁମାର ପରିଡା  ନିର୍ବାଚନ ଅଧିକାରୀ ସହ ଅଧିକାରୀ ଭାବରେ ପରିଚାଳନା କରିଥିଲେ।

Sambalpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe