ବିଜେପିରେ ଯୋଗଦେବା ଖବରକୁ ଖଣ୍ଡନ କଲେ କୁମାର ବିଶ୍ୱାସ

Advertisment
ଚୋରଙ୍କ କବଳରୁ ବର୍ତ୍ତିପାରିଲେନି  ହିନ୍ଦୀ କବି କୁମାର ବିଶ୍ୱାସ, ଘର ସାମନାରୁ ଗାଡ଼ି ଗାଏବ

UP Varta News

ନୂଆଦିଲ୍ଲୀ : ଆପ୍‌ ନେତା କୁମାର ବିଶ୍ବାସ ବିଜେପିରେ ଯୋଗଦେବା ଖବରକୁ ଖଣ୍ଡନ କରିଛନ୍ତି। ସେ ବର୍ତ୍ତମାନ ଦୋହା (କତାର) ଗସ୍ତ‌ରେ ଅଛନ୍ତି। ଏଣୁ ସେ କିଭଳି ବିଜେପିରେ ଯୋଗଦେଲେ ବୋଲି ପ୍ରଶ୍ନ କରିଛନ୍ତି। କାହିଁକି ପୁରୁଣା ଖବରକୁ ବାରମ୍ବାର ପ୍ରଚାର କରି ନିଜ ଅଙ୍ଗୁଳିକୁ କଷ୍ଟ ଦେଉଛ ବୋଲି ଗଣମାଧ୍ୟମକୁ ବିଶ୍ବାସ କଟାକ୍ଷ କରିଛନ୍ତି। ସୂଚନାଯୋଗ୍ୟ, କୁମାର ବିଶ୍ବାସ ଆମ୍‌ ଆଦ୍‌ମି ପାର୍ଟିର ଅନ୍ୟତମ ସହ ପ୍ରତିଷ୍ଠାତା। ମାତ୍ର, ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଓ କୁମାର ବିଶ୍ବାସଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe