Advertisment

Blockbuster Sale: ଲାଲ୍‌ଚନ୍ଦ୍‌ର ଐତିହାସିକ ‘ବ୍ଲକ୍‌ବଷ୍ଟର୍ ସେଲ୍‌’

Advertisment

ଗ୍ରାହକଙ୍କୁ ଏବେ ଗଢ଼ା ମଜୁରି ପାଇଁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ପୂର୍ବ ଭାରତର ସୁପରିଚିତ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚନ୍ଦ୍ ନେଇ ଆସିଛି ବର୍ଷର ସବୁଠାରୁୁ ବଡ଼ ‘ବ୍ଲକ୍‌ବଷ୍ଟର୍ ସେଲ୍‌’।

Updated On

ଗ୍ରାହକଙ୍କୁ ଏବେ ଗଢ଼ା ମଜୁରି ପାଇଁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ପୂର୍ବ ଭାରତର ସୁପରିଚିତ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚନ୍ଦ୍ ନେଇ ଆସିଛି ବର୍ଷର ସବୁଠାରୁୁ ବଡ଼ ‘ବ୍ଲକ୍‌ବଷ୍ଟର୍ ସେଲ୍‌’।

ଅଦ୍ୟତନ ହୋଇଛି
7dc7fe55-bcd8-4554-898a-8f1f95b26cb3

ଭୁବନେଶ୍ବର: ଗ୍ରାହକଙ୍କୁ ଏବେ ଗଢ଼ା ମଜୁରି ପାଇଁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ପୂର୍ବ ଭାରତର ସୁପରିଚିତ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚନ୍ଦ୍ ନେଇ ଆସିଛି ବର୍ଷର ସବୁଠାରୁୁ ବଡ଼ ‘ବ୍ଲକ୍‌ବଷ୍ଟର୍ ସେଲ୍‌’। କୌଣସି ଅତିରିକ୍ତ ଦେୟ ବା ଲୁକ୍କାୟିତ ସର୍ତ୍ତ ନାହିଁ । ସମସ୍ତ ୨୨ କ୍ୟାରେଟ୍ ଏଚ୍‌ୟୁଆଇଡି ସୁନା ଅଳଙ୍କାରରେ ଗଢ଼ା ମଜୁରି ମାତ୍ର ୫.୯%। ସମସ୍ତ ଆଇଜିଆଇ ସର୍ଟିଫାଏଡ୍ ହୀରା ମୂଲ୍ୟ ଉପରେ ଫ୍ଲାଟ୍ ୩୦% ରିହାତି ଏବଂ ସମସ୍ତ ରୁପା ଗହଣାର ଗଢ଼ା ମଜୁରି ଉପରେ ରିହିଛି ଫ୍ଲାଟ୍ ୬୦% ରିହାତି।

ଅଧିକପଢ଼ନ୍ତୁ:ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି-୨୦୨୬ କାର୍ଯ୍ୟକାରିତାର ଶୁଭାରମ୍ଭ

ଏହା ସହ ଗ୍ରାହକ ‘ସୋନେ ପେ ସୁହାଗା’ ମାଧ୍ୟମରେ ମାସିକ ମୂଲ୍ୟ ଦେଇ ଶୂନ୍ୟ ଗଢ଼ା ମଜୁରିରେ ପସନ୍ଦର ଅଳଙ୍କାର କିଣିପାରିବେ। କେବଳ ଏତିକି ନୁହେଁ ଗ୍ରାହକଙ୍କ ସୁବିଧା ପାଇଁ ଲାଲ୍‌ଚନ୍ଦ୍ ନେଇ ଆସିଛି ‘ସ୍ମାର୍ଟ ଗୋଲ୍ଡ୍ ପ୍ରି-ବୁକିଂ’। ଏଥିରେ ଗ୍ରାହକ କିଣିବାକୁ ଚାହୁଥିବା ଏଚ୍‌ୟୁଆଇଡି ସୁନାର ଆନୁମାନିକ ଓଜନର ଅଗ୍ରିମ ମୂଲ୍ୟ ଦେଇ ସୁନା ମୂଲ୍ୟକୁ ଲକ୍ କରିପାରିବେ। ପରବର୍ତ୍ତୀ ସମୟରେ କିଣିବା ଦିନ ଏବଂ ବୁକିଂ ଦିନର ମୂଲ୍ୟ ମଧ୍ୟରେ ଯେଉଁଟି କମ୍‌, ସେହି ଦାମ୍‌ରେ ସୁନା କିଣିପାରିବେ।

ସୁନା ଅଳଙ୍କାରରେ ଗଢ଼ା ମଜୁରି ୫.୯%

ଏହି ବ୍ଲକ୍‌ବଷ୍ଟର୍ ସେଲ୍‌ରେ ବିଶାଳ ରେଞ୍ଜ୍‌ର ଗହଣା ରହିଛି । କାଷ୍ଟିଂଠାରୁ ଆରମ୍ଭ କରି ଆଣ୍ଟିକ୍ ଓ ଟେମ୍ପୁଲ୍ ଷ୍ଟାଇଲ୍ ଭଳି ଭାରତର କୋଣ ଅନୁକୋଣରୁ ଅନୁପ୍ରାଣିତ ବିଭିନ୍ନ ଶୈଳୀର ଅଳଙ୍କାର ଉପଲବ୍ଧ। ଏହା କେବଳ ରିହାତିର ଘୋଷଣା ନୁହେଁ ବରଂ ଗ୍ରାହକଙ୍କ ପାଇଁ ସଞ୍ଚୟ ଓ କ୍ରୟର ଏକ ସୁବର୍ଣ୍ଣ ଅବସର। ଏହି ଅଫର୍ କେବଳ ସୀମିତ ସମୟ ପାଇଁ ରହିଛି। ଆଗକୁ ସୁନା ଦର ବଢ଼ିପାରେ। ଏଭଳି ଅଫର୍ ଓ ଗଢ଼ା ମଜୁରିରେ ରିହାତିର ସୁଯୋଗ ପୁଣି ଫେରିବ ନାହିଁ। ଏଣୁ ସ୍ପଷ୍ଟତାର ସହ ସୁଲଭ ମୂଲ୍ୟରେ ସୁନା କିଣନ୍ତୁ ଏବଂ ଉଚିତ୍ ରୂପରେ ସଞ୍ଚୟ କରନ୍ତୁ ବୋଲି ମତ ରଖିଛନ୍ତି ଲାଲ୍‌ଚନ୍ଦ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସଂଜୟ ହଂସ ।

ଅଧିକପଢ଼ନ୍ତୁ:ନ୍ୟୁଜିଲାଣ୍ଡଠୁ ଆଦୌ ଜିତିନି ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe