ନୂଆପଡ଼ାରେ କଲରାପତ୍ରିଆ ପୁଣି ମାରିଲା ଛେଳି ଓ ବାଛୁରୀ

Advertisment
ନୂଆପଡ଼ାରେ କଲରାପତ୍ରିଆ ପୁଣି ମାରିଲା ଛେଳି ଓ ବାଛୁରୀ

Representative Image

ନୂଆପଡ଼ା: ରବିବାର ରାତିରେ କୋମନା ବ୍ଲକ୍‌ ଦେଓବରା ଗ୍ରାମରେ ଦୁଇଟା କଲରାପତରିଆ ବାଘ ପଶି ଦୁଇଟି ବାଛୁରୀ ମାରି ଖାଇଛନ୍ତି, ଦୁଇଟି ଛେଳିକୁ ମାରି ପକାଇଛନ୍ତି ଓ ଅନ୍ୟ ଦୁଇଟି ଛେଳିଙ୍କୁ ନେଇ ଯାଇଛନ୍ତି ବୋଲି ଗ୍ରାମବାସୀମାନେ କହୁଛନ୍ତି।

ଦୁଇଟିଯାକ କଲରାପତରିଆ ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଏହି ଗୃହପାଳିତ ଜୀବମାନଙ୍କୁ ମାରିଥିବା ଲୋକେ କହୁଛନ୍ତି।

publive-image

ଖବର ପାଇ ବନବିଭାଗ କର୍ମଚାରୀମାନେ ଦେଓବରା ଗ୍ରାମକୁ ଯାଇ ପହରା ଦେଉଛନ୍ତି। ଗାଁରେ କଲରାପତରିଆ ପଶୁଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe