ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ   

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ଜଣେ ନାବାଳିକାକୁ ଦୁଷ୍କର୍ମ ଅପରାଧର ବିଚାର କରି ଝାରସୁଗୁଡା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ଅକ୍ଷୟ ପରିଡ଼ାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ନି‌ର୍ଦ୍ଦେଶ ଦେଇଛନ୍ତି। ବ୍ରଜରାଜନଗରରେ ଗତ ମାର୍ଚ୍ଚ ମାସରେ ଏହି ଦୁଷ୍କର୍ମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe