୩୧୬ ବାତ୍ୟା ଆଶ୍ରୟସ୍ଥଳୀରେ କରାଯିବ ବଜ୍ରପାତ ନିରୋଧ ବ୍ୟବସ୍ଥା

Advertisment
୩୧୬ ବାତ୍ୟା ଆଶ୍ରୟସ୍ଥଳୀରେ କରାଯିବ ବଜ୍ରପାତ ନିରୋଧ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ଆଶ୍ରୟସ୍ଥଳୀକୁ ଅଧିକ ସୁରକ୍ଷିତ କରିବାକୁ ଯୋଜନା ପ୍ରସ୍ତୁତି କରିଛନ୍ତି। ଏଥି ପାଇଁ ୩୧୬ ବାତ୍ୟା ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛନ୍ତି। ୩୪୦ଟି ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ଲାଗି ଟେଣ୍ଡର ସରିଛି ବୋଲି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟ ସଚିବାଳୟରେ ବିପର୍ଯ୍ୟୟ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ସେଠୀ କହିଛନ୍ତି, ୧୦ଟି ନୂଆ ଓଡ୍ରାଫ ଟିମ୍‌ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe