୧୨୬ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

୧୨୬ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଥାନା ଅଞ୍ଚଳରୁ ଦେଶୀ ମଦ ଜବତ କରାଯାଇଥିବାର ଖବର ମିଳିଛି। ଆଜି ସକାଳେ ମାଲୁଦା ଜେନା ସାହିରେ ଥିବା ବସନ୍ତ କୁମାର ଜେନା ଓରଫ ଡମ୍ବରୁଧରଙ୍କ ଘରୁ ୧୨୬ ଲିଟର ମଦ ଜବତ ହୋଇଛି। ଅଭିଯୁକ୍ତ ବସନ୍ତ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।

ଏନେଇ କୃଷ୍ଣ ପ୍ରସାଦ ଥାନାରେ କେସ୍ ନଂ-୧୫୮/୨୦ରେ  ଏକ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe