ଭୁବନେଶ୍ବରରେ ଲକଡାଉନ୍ କାଳରେ କ’ଣ ଖୋଲା ଓ କ’ଣ ବନ୍ଦ

Advertisment
ହୁ ହୁ ‌ହୋଇ ବଢ଼ୁଛି କରୋନା : ୬ରୁ ରାଜଧାନୀରେ କଟକଣା ବଢ଼ିବ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ୩ ଜିଲ୍ଲା ଓ ରାଉରକେଲାରେ ୧୪ ଦିନିଆ ଲକଡାଉନ୍। ଜାଣନ୍ତୁ ଏହି ଲକଡାଉନ୍ ସମୟରେ .କେଉଁ ସବୁ କଟକଣା ଜାରି ରହିବ ଓ କ’ଣ ଖୋଲା ରହିବ।

ଭୁବନେଶ୍ୱର ଓ କଟକ ସହରକୁ ପ୍ରବେଶ ମନା
ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ୍‌, ଅନ୍ୟ ଅନୁଷ୍ଠାନ ବନ୍ଦ

ସକାଳ ୬ଟାରୁ ଦିନ୧ଟା ଯାଏ ଖୋଲା
ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ
ମାଛ, ଅଣ୍ଡା, ମାଂସ ଦୋକାନ
ଓମ୍‌ଫେଡ୍‌, ଓପୋଲୋଫେଡ୍‌, ଚିଲିକା ଫ୍ରେସ୍‌
ଖାଦ୍ୟ ପାର୍ସଲ ଦେଉଥିବା ରେସ୍ତୋରାଁ
ହୋମ୍‌ ଡେଲିଭରିରେ ସମସ୍ତ ପ୍ରକାର ମଦ

କେଉଁସବୁ ସେବା ମିଳିବ
ଡାକ୍ତରଖାନା, କ୍ଲିନିକ୍‌, ନର୍ସିଂ ହୋମ୍‌, ସମସ୍ତ ଔଷଧ ଦୋକାନ
ପୋଷ୍ଟ୍‌ ଅଫିସ୍‌, ଟେଲିକମ୍‌ ସେବା, ବିମାନ ଓ ରେଳସେବା
ବସ୍‌ ପରିବହନ ସେବା, ଓଲା ଓ ଉବେର ଗାଡ଼ି
ବ୍ୟାଙ୍କ, ଏଟିଏମ୍‌ ଓ ଅର୍ଥ ଲଗାଣକାରୀ ସଂସ୍ଥା
ଶକ୍ତି ଉତ୍ପାଦନ ଓ ବଣ୍ଟନ ସେବା
ଜମାଟୋ ଓ ସ୍ବିଗି ଆଦି ସଂସ୍ଥାର ହୋମ୍‌ ଡେଲିଭରି
ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟ ଚାଲୁ ରହିବ
ପେଟ୍ରୋଲ, ଡିଜେଲ, ସିଏନ୍‌ଜି, ଏଲ୍‌ପିଜି ମିଳିବ
ଇ-କମର୍ସ, ଫ୍ଲିପ୍‌କାର୍ଟ, ଆମାଜନ୍‌ ସଂସ୍ଥା ସେବା ପ୍ରଦାନ କରିପାରିବେ
ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ କାର୍ଯ୍ୟ କରିପାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe