ଗହଣା ଦୋକାନରୁ ଲୁଟ : ଜଣେ ଗିରଫ, ୩ ଫେରାର୍‌

Advertisment
ଗୋଟିଏ ରାତିରେ ଦୁଇ ଚୋରି, ଟଙ୍କା, ଗହଣା ନେଇ ଫୋପାଡ଼ି ଦେଲେ ବାକ୍ସ

mumbaimirror.indiatimes.com

କଟକ : ବୁଧବାର କଟକର ସେକ୍ଟର-୬ରେ ଥିବା ଏକ ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଜଣାପଡିଛି। ଲୁଟ୍‌ କରିବାକୁ ଆସିଥିବା ଲୁଟେରାମାନଙ୍କ ମଧ୍ୟରୁ ଜଣେ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଲୁଟେରା ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଧରା ପଡିଥିବା ଲୁଟେରାଠାରୁ ଭୁଜାଲି ସହ ବନ୍ଧୁକ ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe