ମା’ ବିରଜାଙ୍କ ସ୍ୱନକ୍ଷତ୍ର : ଦର୍ଶନ କଲେ ୪୦ ହଜାର ଶ୍ରଦ୍ଧାଳୁ

Advertisment
ମା’ ବିରଜାଙ୍କ ସ୍ୱନକ୍ଷତ୍ର : ଦର୍ଶନ କଲେ ୪୦ ହଜାର ଶ୍ରଦ୍ଧାଳୁ

ଯାଜପୁରଟାଉନ/ସଦର : ଆଜିଥିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱନକ୍ଷତ୍ର। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ପ୍ରାୟ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରି ଆଜି ବିଭୁକୃପା ଲାଭ କରିଥିଲେ। ସକାଳ ସାଢ଼େ ୫ଟାରୁ ମନ୍ଦିରର ସିଂହଦ୍ୱାର ଖୋଲାଯିବା ପର ଠାରୁ ରାତି ୧୦ ଟାରେ ପହଡ଼ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe