ମାଧବ ଚନ୍ଦ୍ର ଦାଶ ପାଇବେ ଅବଦୁଲ କଲାମ ସ୍ୱର୍ଣ୍ଣ ପଦକ

Advertisment
ମାଧବ ଚନ୍ଦ୍ର ଦାଶ ପାଇବେ ଅବଦୁଲ କଲାମ ସ୍ୱର୍ଣ୍ଣ ପଦକ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମାଧବ ଚନ୍ଦ୍ର ଦାଶ ‘ଭାରତ ରତ୍ନ ଡ.ଅବଦୁଲ କଲାମ ସ୍ୱର୍ଣ୍ଣ ପଦକ’ ପାଇବାକୁ ମନୋନୀତ ହୋଇଛନ୍ତି। ବ୍ୟକ୍ତିଗତ କୃତିତ୍ୱ ତଥା ଦେଶର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଗ୍ଲୋବାଲ ଇକୋନୋମିକ୍‌ ପ୍ରୋଗ୍ରେସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୨୮ ତାରିଖ ଚେନ୍ନାଇର ଇଗମୋର୍‌ ସ୍ଥିତ ହୋଟେଲ ଚନ୍ଦ୍ର ପାର୍କ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଫେସର ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe