ମହାରଥୀଙ୍କ ଗିରଫଦାରୀ ପିପିଲିରେ ମତଦାନ ସହ ସମ୍ପର୍କ ନାହିଁ: ସିଇଓ

Advertisment
ମହାରଥୀଙ୍କ ଗିରଫଦାରୀ ପିପିଲିରେ ମତଦାନ ସହ ସମ୍ପର୍କ ନାହିଁ: ସିଇଓ

ଭୁବନେଶ୍ବର : ଫ୍ଲାଇଁ ସ୍କ୍ବାର୍ଡ଼ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହରଥୀ ଗିରଫ ହୋଇଥିଲେ ବି ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବାରେ କିଛି ବି ଅସୁବିଧା ନାହିଁ। ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଯଦି ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରୁହନ୍ତି ତାହେଲେ ଆଇନ ତା ବାଟରେ କାର୍ଯ୍ୟକରିବ। ଏଥିରେ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe