ଶ୍ରୀଜିଉଙ୍କର ଦୁଇ ଥର ହେଲା ମହାସ୍ନାନ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିରରେ ରବିବାର ଦିନ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି। ରୋଷ ହୋମ ପରେ ଜଣେ ଭକ୍ତ ଝୁଣ୍ଟିପଡ଼ିବାରୁ ରକ୍ତ ଛିଟା ପଡ଼ିଥିଲା। ତେଣୁ ପୂର୍ବାହ୍‌ଣ ୧୦ଟାରେ ମହାସ୍ନାନ ପୂଜା ହୋଇଥିଲା। ପରେ ମଇଲମ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ପରେ ରବିବାର  ସନ୍ଧ୍ୟା ୭ଟା ‌୨୦ ମିନିଟ୍‌ରେ ଅନୁରୂପ ଭାବେ ଭିତରକାଠ ନିକଟରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ପୁନର୍ବାର ଦର୍ଶନ ବନ୍ଦ ରଖାଯାଇ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe