କଟକ : ପାରାଦୀପର ସିେଵଜ ସିପି˚ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ତ ମାମଲାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ(ଓଏସ୍ଏଲ୍)ର ମୁଖ୍ୟ ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠରେ ତାଙ୍କ ସାନି ଜାମିନ ଆବେଦନର ଶୁଣାଣି ହୋଇଥିଲା। ଖଣ୍ତପୀଠ ଆବେଦନର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି ଜ୍ୟୋତି ପ୍ରକାଶ ପାତ୍ର ମାମଲା ପରିଚାଳନା କରୁଥିଲେ।
ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ତ ମାମଲା : ମହିମା ମିଶ୍ରଙ୍କ ଜାମିନ ଖାରଜ
Advertisment
Follow Us