ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱାସ୍ଥ୍ୟ ଓ ଆଇନମନ୍ତ୍ରୀ ପ୍ରତାପ ଜେନା

ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱାସ୍ଥ୍ୟ ଓ ଆଇନମନ୍ତ୍ରୀ ପ୍ରତାପ ଜେନା

ପୁରୀ: ରବିବାର ପୂର୍ବାହ୍ନରେ ମକର ସଙ୍କ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଦେଖିବାକୁ ଲକ୍ଷାଧିକ ଜନସମାଗମ ହୋଇଛି। ଯାତ୍ରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।

ଏକ ସ୍ୱତନ୍ତ୍ର ତାଡ଼ରେ (ମାଟିପାତ୍ର) ମହାପ୍ରଭୁଙ୍କ ଠାରେ ମକର ଚାଉଳ ଲାଗି କରାଯାଏ। ଶନିବାର ମଧ୍ୟରାତ୍ରୀ ପରେ ଏହି ତାଡ଼ଟି ଅଲମାଚଣ୍ଡୀଙ୍କ ଠାରୁ ଆସିଥିଲା। ସେଥିରେ ମକର ଚାଉଳ ପ୍ରସ୍ତୁତି କରାଯାଇ ତିନି ଦିଅଁଙ୍କୁ ଅର୍ପଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe