Malaria claims the life of a Sevashram student Photograph: (sambad.in)
ମାଲକାନଗିରି: ମାଲକାନଗିରିରେ ମ୍ୟାଲେରିଆ ସେବାଶ୍ରମ ଛାତ୍ରଙ୍କ ଜୀବନ ନେଇଛି। ମାଟାପେକା ସେବାଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମ୍ୟାଲେରିଆରେ ମୃତ୍ୟୁ ଘଟିଛି।
୧୧ ବର୍ଷ ବୟସ୍କ ରୋହିତ ମାଡକାମି ସେରେବ୍ରାଲ ମ୍ୟାଲେରିଆରେ ପୀଡ଼ତ ଥିଲେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଶିକ୍ଷକ ତାଙ୍କୁ ଚିକିତ୍ସା ଲାଗି ଆଣି ଥିଲେ। ଡାକ୍ତରଖାନାରେ ପହଁଚିବାର କିଛି ସମୟ ମଧ୍ଯରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us