ମାଲକାନଗିରି: ପାପଲୁର ଓ କୁର୍ମାନୁର ପଞ୍ଚାୟତରେ ମାଓ ବ୍ୟାନର୍‌ ଓ ପୋଷ୍ଟର୍‌

ମାଲକାନଗିରି: ପାପଲୁର ଓ କୁର୍ମାନୁର ପଞ୍ଚାୟତରେ ମାଓ ବ୍ୟାନର୍‌ ଓ ପୋଷ୍ଟର୍‌

ମାଲକାନଗିରି: ଗତ ସନ୍ଧ୍ୟାରେ ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ନକ୍ସଲ୍‌ପ୍ରବଣ ପାପଲୁର ଓ କୁର୍ମାନୁର ପଞ୍ଚାୟତରେ ମାଓ ବ୍ୟାନର୍‌ ଓ ପୋଷ୍ଟର୍‌ ଲାଗି ଥିବାର ଦେଖିବାକୁ ମିଳିଛି।

ଉପରୋକ୍ତ ଦୁଇ ପଞ୍ଚାୟତ ସାରା ବିଭିନ୍ନ ଗଛବୃଚ୍ଛ, କାନ୍ଥବାଡ଼ ଏବଂ ତଳେ ପଡ଼ିଥିବା ପୋଷ୍ଟର୍‌ ଏବଂ ବ୍ୟାନର୍‌ ସବୁରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି।

ସେମାନେ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦୁପତ୍ର ବ୍ୟବସାୟୀମାନେ ତୁରନ୍ତ ଜାଗା ଛାଡ଼ି ଚାଲି ଯାଆନ୍ତୁ। ନଚେତ ମୃତ୍ୟୁଦଣ୍ଡ ଭୋଗିବେ। କେନ୍ଦୁପତ୍ର ତୋଳାଳିମାନଙ୍କୁ ଉଚିତ ପ୍ରାପ୍ୟ ମିଳୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe