ମାଲକାନଗିରି: ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର

Advertisment
ମାଲକାନଗିରି: ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବୋ ଥାନା ଅଞ୍ଚଳରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଓ ବିଏସଏଫର ମିଳିତ ଅପରେସନ୍ ସମୟରେ ମୁକୁଡ଼ିପଲ୍ଲୀ, ବେଇଜିଂ, ଜଂପଲୁରୁ, ପାରଲୁବନ୍ଧା ଓ ଗୁରାସେତୁ ନିକଟରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଏହାଛଡ଼ା ଗୋଟିଏ ଦେଶୀ ରିଭଲଭର୍, ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ଓ  କିଛି ମାଓ ପତ୍ରିକା ବି ଉଦ୍ଧାର ହୋଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe