ମମିତା ମେହେର ହତ୍ୟା ମାମଲା: ରାଜ୍ୟ ବାହାରକୁ ଯିବାପାଇଁ ଗୋବିନ୍ଦଙ୍କୁ ଅନୁମତି ମିଳିଲା

Advertisment
ମମିତା ମେହେର ହତ୍ୟା ମାମଲା: ରାଜ୍ୟ ବାହାରକୁ ଯିବାପାଇଁ ଗୋବିନ୍ଦଙ୍କୁ ଅନୁମତି ମିଳିଲା

କଣ୍ଟାବାଞ୍ଜି: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ଅନୁମତି ମିଳିଛି। କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି। ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ ଅନ୍ତରୀଣ ଜାମିନରେ ରହିଛନ୍ତି ଗୋବିନ୍ଦ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୮ତାରିଖ ଦିନ କଣ୍ଟାବାଞ୍ଜି ଏଡିଜେ ତାଙ୍କୁ ଜାମିନ ଦେଇଥିଲେ। ତେବେ, ସ୍ତ୍ରୀ ଓ ଝିଅର ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାର ୱାଲଟିୟର ଯିବାପାଇଁସେ ଏଡିଜେ କୋର୍ଟରେ ଆବେଦନ କରିଥିଲା। ଆଜି କୋର୍ଟ ତାଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe