୫୦ ବର୍ଷିୟ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

୫୦ ବର୍ଷିୟ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ରାଇରଙ୍ଗପୁର: ମଙ୍ଗଳବାର ରାତିରେ ମହୁଲଡ଼ିହା ଥାନା ଅନ୍ତର୍ଗତ ନଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୌଣସି ବିବାଦ କାରଣରୁ ହତ୍ୟା କରାଯାଇଛି।

ନିହତ ବ୍ୟକ୍ତି ହେଲେ ୫୦ ବର୍ଷିୟ ନାରାୟଣ ପାତ୍ର। ନାରାୟଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।

ଖବର ପାଇ ମହୁଲଡ଼ିହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe