ଦୁର୍ଘଟଣାରେ ଯୁବକ ମୃତ

Advertisment
ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ଛତିଆ : ବୈରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ଆଜି ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ‌ ଯୁବକ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ସମସରପୁର ଗ୍ରାମର କୈଳାସ ଶତପଥୀଙ୍କ ପୁଅ ଅରକ୍ଷିତ(୨୬)।

ଅରକ୍ଷିତ ସ୍କୁଟି ନମ୍ବର ଓଡି-୦୨ଏପି-୧୯୩୭ରେ ଛତିଆରୁ କଟକ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଛତିଆ ଫାଣ୍ତି ଅଧିକାରୀ ପହଞ୍ଚି ଅରକ୍ଷିତଙ୍କୁ ଡାକ୍ତରଖାନା ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe