ଭୁବନେଶ୍ବର : ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ଜଣ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ଶୁକ୍ରବାର ଶପଥ ନେବେ। ଦିନ୧୧ଟାରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସେମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେଡିର ଅନ୍ୟତମ ନିର୍ବାଚିତ ସାଂସଦ ସସ୍ମିତ ପାତ୍ର ପରବର୍ତ୍ତୀ ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି।
ଆଜି ଶପଥ ନେବେ ମାନସ, ସୁଲତା
Advertisment
Follow Us