କୋରାପୁଟରେ ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ ମାଣ୍ଡିଆ ଚାଷ

ମିଲେଟ୍ ମିସନ୍‌ ପାଇଁ ବଜେଟ୍‌: ୭ ବର୍ଷରେ ବଢ଼ିଛି ୫୦ ଗୁଣା

curioski.com

ଭୁବନେଶ୍ବର : ରାଜ୍ୟର କୋରାପୁଟ ଜିଲ୍ଲାରେ ସର୍ବାଧିକ ଏବଂ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ମାଣ୍ଡିଆ ଚାଷ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆସନ୍ତା ବର୍ଷରୁ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଚାଷ ହେବ। ବର୍ତ୍ତମାନ ୧୯ ଜିଲ୍ଲାରେ ଏହି ଚାଷ ହେଉଛି କିନ୍ତୁ ଗଞ୍ଜାମ, କୋରାପୁଟ,ମାଲକାନଗିରି ବ୍ୟତୀତ ଅନ୍ୟ କେଉଁଠି ମଧ୍ୟ ମାଣ୍ଡିଆ ଚାଷ ୧୦ ହଜାର ହେକ୍ଟର ଚାଷରୁ ଅତିକ୍ରମ କରି ନାହିଁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe