ଆଜି ଆସିବେ ମନୋଜ ତିୱାରୀ, ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ୧୫ରେ

Advertisment
ଶୀଲାଙ୍କୁ ଭେଟି ଆଶୀର୍ବାଦ ନେଲେ ମନୋଜ ତିୱାରୀ

Election Facts

ଭୁବନେଶ୍ବର : ସିନେ ଅଭି‌େନତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ରବିବାର ଦିନ ଓଡ଼ିଶା ଆସିବେ। ସେ ସକାଳ ୧୦ଟା ୩୦ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପହଞ୍ଚି ରୋଡ୍‌ ସୋ’ ଓ ସାଧାରଣ ସଭାରେ ‌େଯାଗ ଦେବେ। ତାହା ପରେ ଝାରସୁଗୁଡ଼ାରେ ହେବାକୁ ଥିବା ରୋଡ୍‌ ସୋ’ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୫ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ସେ ରାଉରକେଲା, ଅନୁୂଗୁଳ ଓ ଫୁଲବାଣୀରେ ଦଳୀୟ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe