ମୟୂରଭଞ୍ଜ: ହାତୀ ଆକ୍ରମଣରେ ଜଣେ ମୃତ

ଦିଗପହଣ୍ଡି ଉପକଣ୍ଠରେ ୧୨ ଟିକିଆ ହାତୀପଲ, ବନ, ବିଦ୍ୟୁତ୍ ବିଭାଗ ସଜାଗ

Photo Courtesy of The Financial Express

ବାରିପଦା: ସୋମବାର ସକାଳେ ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗରବିଲା ଅଞ୍ଚଳର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୨ ବର୍ଷିୟ ହରିଆ ସୋରେନ୍‌। ସକାଳ ପ୍ରାୟ ୬: ୩୦ ମିନିଟ୍‌ ସମୟରେ ହରିଆ ଶୌଚ ହେବା ନିମନ୍ତେ ଯାଇଥିଲେ। ସେତେବେଳେ ସେ ବାଟ ଦେଇ ପଶ୍ଚିମବଙ୍ଗରୁ ଚାଲି ଆସିଥିବା ହାତୀପଲ ଫେରୁଥିଲେ। ପଲରୁ ଗୋଟାଏ ହାତୀ ବାହାରି ଆସି ତାଙ୍କୁ କଚାଡ଼ି ମାରି ପକାଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe