ଲମତାପୁଟ : କୋରାପୁଟ ଜିଲ୍ଲା ଖଡାପୁଟ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ କରାଯାଇଛି। କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଖଡାପୁଟ ଜଙ୍ଗଲରେ ଅନକାଡେଲିସ୍ଥିତ ୧୩ବାଟାଲିୟନ ବିଏସ୍ଏଫ୍ ଯବାନ କମ୍ବିଂ ଅପରସନରେ ବାହାରି ପଥର କୋରଡରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ। ସେଥିରେ ଡିଟାନେଟର, ଜିଲୋଟିନ, ଟିଫିନ ବୋମା, ବ୍ୟାନର, କପଡା, ପେଟ୍ରୋଲ, କିରୋସିନ, ବ୍ୟାଟେରି, ବିଦ୍ୟୁତ ତାର, ୟୁରିଆ ଓ ଔଷଧ ଆଦି ମିଳିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us